ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ଅନୁଷ୍ଠିତ  

ରାଉରକେଲା, ୧୨/୧୨/୨୦୨୫ (ଓଡ଼ିଶା ସମାଚାର)-  ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖା ର ରୈ।ପ୍ୟ ଜୟନ୍ତୀ ଉପଲକ୍ଷେ ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ସେକ୍ଟର ୭…

ପ୍ରଫେସର କିଶୋର ବାସା ଓ ଇଞ୍ଜିନିଅର ଅଶୋକ ବାସାଙ୍କ ସହ ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରସ୍ତାବ ସମ୍ବନ୍ଧରେଆଲୋଚନା ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ…

ଚାଇଲ୍ଡ ହେଲ୍ପ ଲାଇନର ଅଭିମୁଖୀକରଣ ପ୍ରଶିକ୍ଷଣ ଅନୁଷ୍ଠିତ

ଯାଜପୁର,୧୨/୧୨/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଚାଇଲ୍ଡ ହେଲ୍ପ ଲାଇନ କର୍ମଚାରୀ ଓ ଅଧିକାରୀଙ୍କ କିଶୋର ନ୍ୟାୟ ଅଧିନିୟମ ଓ ଚାଇଲ୍ଡ ହେଲ୍ପ ଲାଇନର କାର୍ଯ୍ୟଧାରା ସମ୍ପର୍କିତ…

ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ବାଲିଗୁଡା,୧୨/୧୨/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା…

ସାହିତ୍ୟାନୁରାଗୀ ପ୍ରଶାନ୍ତ- ଝରଣା ଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସ୍ମରଣିକା ଉନ୍ମୋଚନ

ମାହାଙ୍ଗା,୧୨/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଠିକ ବର୍ଷକ ତଳେ ଗାଁ ‘ ସ୍ମଶାନରେ ଗୋଟିଏ ଦିନରେ ଜଳିଥିଲା ସେମାନଙ୍କ ପାର୍ଥିବ ଶରୀର । ସାଙ୍ଗହୋଇ ସଂସାରରୁ…

ରାଜ୍ୟ ପୁସ୍ତକ ମେଳାରେ ଉପନ୍ୟାସ “ଅପେକ୍ଷାର ଅନ୍ତରଦାହ” ଉନ୍ମୋଚିତ

କଟକ,୧୨/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ଆକାଶବାଣୀରୁ ନିଜ ସୃଜନ ଜୀବନର ଗତିପଥକୁ ବେଶ ସମୃଦ୍ଧ କରିପାରିଥିବା ଯୁବ ସାହିତ୍ୟିକା  ସୁପ୍ରଭା ସାମଲ  ଏକାଧାରରେ କବି, ଗାଳ୍ପିକା,…

ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟା ଓ ନିରାକରଣ ଉପରେ ମାସିକ ସମନ୍ୱୟ ବୈଠକ

ଅଗ୍ରଗତିର ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ — ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ପ୍ରମୁଖ ପ୍ରକଳ୍ପ ଯଥା ଖଣି ଓ ଶିଳ୍ପ, ରେଳ ପ୍ରକଳ୍ପ,ଜାତୀୟ…

୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ…

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ମା କ୍ଷୀରପ୍ରଭାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ  

କଟକ ସଦର,୧୨/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା  ଚୈ।ଦ୍ୱାର -କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ମା କ୍ଷୀରପ୍ରଭା…