ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
ଖରିଫଧାନସଂଗ୍ରହସ୍ଥିତିସମୀକ୍ଷା କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମଣ୍ଡି ସୁପରିଚାଳନା କରିବାକୁ ପରାମର୍ଶ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ସଂପର୍କିତ ଆଲୋଚନା ବିଭାଗୀୟ କାର୍ଯ୍ୟର ଆଧୁନିକୀକରଣକୁ ପ୍ରଶଂସା ଭୁବନେଶ୍ୱର,୦୪/୦୧/୨୦୨୬ (ଓଡ଼ିଶା…
