ତରଡିପାଳ ହାଇସ୍କୁଲର ସ୍ମୃତିମୟ ମିଳନ ଉତ୍ସବ

କେନ୍ଦ୍ରାପଡ଼ା, ୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ତରଡିପାଳ ହାଇସ୍କୁଲର ୧୯୯୧ ବ୍ୟାଚର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଏକ ସ୍ମୃତିମୟ ମିଳନ ଉତ୍ସବ ଗରାପୁରସ୍ଥିତ ମୟୂରୀ ପ୍ୟାଲେସରେ ଅନୁଷ୍ଠିିତ ହୋଇଯାଇଛି…

ପ୍ରଫେସର ଦେବେନ୍ଦ୍ର ଦାସଙ୍କ ଜନ୍ମଦିନରେ ଦୃଷ୍ଟିିବାଧିତ ବିଦ୍ୟାଳୟକୁ ହାରମୋନିୟମ ପ୍ରଦାନ

କେନ୍ଦ୍ରାପଡ଼ା,୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର…

ପ୍ରେମିକାର ବ୍ଲାକ୍ ମେଲିଂ ,ଜୀବନ ହାରିଲା ପ୍ରେମିକ 

ଭୁବନ ୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି କାଲିକା ପ୍ରେମରେ ପ୍ରେମିକ ମାନେ ବହୁତ୍ ଚାଲାକ୍। ଅଧିକାଂଶ ପ୍ରେମିକ ,ପ୍ରେମିକାର ଅନ୍ତରଙ୍ଗ ଭିଡିଓ ରଖି ପ୍ରେମିକାକୁ ଇମୋସନାଲ ବ୍ଲାକ…

ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବୁଦ୍ଧିଜୀବୀ ସମ୍ମିଳନୀ

ଭୁବନ ୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଶକ୍ତପୀଠ ହିଙ୍ଗୁଳା ପୀଠରେ ଭୁବନ, କାମାକ୍ଷା ନଗର, ପରଜଙ୍ଗ ଓ କଙ୍କଡ଼ାହାଡ଼ ଆର୍ ଏସ ଏସ…

‘ହର୍ଷେ ଇ” ଦ୍ୱାରା ଆୟୋଜିତ ତନୁଲତାର କବି ସୁନୀଲ ପୃଷ୍ଟି ସନ୍ଧ୍ୟା

ଭୁବନେଶ୍ୱର,୦୫/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- “ହର୍ଷେ ଇ” ଓ “ଓଡ଼ିଶା ସାହିତ୍ୟ ଏକାଡେମୀ”  ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ “ତନୁଲତାର କବି ସୁନୀଲ ପୃଷ୍ଟି…

କୋସିଦା ସ୍କୁଲ ପରିସରରେ ବେଆଇନ୍ ଭୋଗ ମଣ୍ଡପ ନିର୍ମାଣକୁ ନେଇ ତୀବ୍ର ଅସନ୍ତୋଷ, ମାମଲା ଅଦାଲତକୁ ଗଲା

କଟକ ସଦର,୦୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)-ଠିକାଦାରୀ କରି ଅଧିକ ମୁନାଫା କମେଇବା ପାଇଁ ଜନସାଧାରଣଙ୍କ ସ୍ବାର୍ଥ ତଥା ସରକାରୀ ନୀତି ନିୟମ କୁ କଟକ ସଦର…

ଓଡ଼ିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁରରେ ଐତିହାସିକ ଗଣ ଦୌଡ ଆୟୋଜିତ।

ଜଗତସିଂହପୁର,୦୫/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନକୂଲ୍ୟରେ ଏକ ଐତିହାସିକ…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ବଣ୍ଟନ କରାଯିବା ନିମନ୍ତେ  ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଭୁବନେଶ୍ୱର,୦୫/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ଖାଉଟୀଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ଥିକ ବର୍ଷ…

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ

ଯାଜପୁର, ୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ସାରା ରାଜ୍ୟରେ ଏପ୍ରିଲ ୧ ତାରିଖ ଓଡିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ…