କବି ସ୍ୱୟଂପ୍ରଭା ରଥଙ୍କ ପୁସ୍ତକର ଆନ୍ତର୍ଜାତୀୟ ପୁସ୍ତକାରୋପଣ

ଡେନଭର,ଆମେରିକା ୦୬/୦୪/୨୦୨୬ (ଓଡ଼ିଶା ସମାଚାର)-ପ୍ରସିଦ୍ଧ କବି ଏବଂ ଲେଖିକା ଶ୍ରୀମତୀ ସ୍ୱୟଂପ୍ରଭା ରଥଙ୍କ କବିତା ପୁସ୍ତକ ‘, ଶବ୍ଦ ଫୁଲର ତର୍ପଣ’ ଆମେରିକାର ଡେନଭରରେ ଥିବା ଆନ୍ତର୍ଜାତୀୟ…

ଏସ ୟୁ ଜେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

ରାଜଧାନୀରେ ସାମ୍ବାଦିକ ଅତିଥି ଭବନ ପ୍ରତିଷ୍ଠା ଦାବି ଭୁବନ ୦୬/୦୪/୨୦୨୬ (ଓଡ଼ିଶା ସମାଚାର)-“ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶା” ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର…

ଭୁବନ ରେ ହିଙ୍ଗୁଳା ଯାତ୍ରା ଉଦଯାପିତ

ଭୁବନ,୦୬/୦୪/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ୬୮…

ଵାଵା ଵଡେ ଦେୱ।ନ ସାହେବଙ୍କ ଉର୍ସ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ ସଦର,୦୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ଦେୱ।ନ ସାହି ଠାରେ ପ୍ରତିବର୍ଷ ପରି ଚଳିତ ମାସ ୧୫ ତାରିଖ ବୁଧବାର…

ମାଳିକା ବର୍ଣ୍ଣିତ ଗିରିଧାରୀ ମଠ ରାସ୍ତାର ଦୂରାବସ୍ଥା ନିରାକରଣ ପାଇଁ ଦାବି 

କଟକ ସଦର ,୦୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ ଏକମାଳିକା ବର୍ଣ୍ଣିତ ଗିରିକ୍ରୋଟ (ଗିରିଧାରୀ ମଠ) ରାସ୍ତା ର ଦୂରାବସ୍ଥା ଯୋଗୁଁ…

ଵିରିଵାଟି ତାରିଣୀ ମନ୍ଦିରରେ ସଦର ବ୍ଲକ ପକ୍ଷରୁ ସ୍ୱଚ୍ଛତା ଅଭିଯାନ 

କଟକ ସଦର ,୦୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ଉତ୍କଳ ଦିବସ ଠାରୁ ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି କଟକ ସଦର ବ୍ଲକ…

ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୬/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର  ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ…

ଓଡ଼ିଆ ପକ୍ଷର ଷଷ୍ଠ ଦିନରେ ରାଜ୍ୟବ୍ୟାପୀ “ସ୍ୱଚ୍ଛତା ଅଭିଯାନ” ଆୟୋଜନ

ଭୁବନେଶ୍ୱର,୦୬/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ଓଡ଼ିଆ ପକ୍ଷ । ଆଜି ଓଡ଼ିଆ…

ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,୦୬/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ  ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ…