ବୁଲେଟ ସହ ନିଶା ମାଫିଆ ଙ୍କୁ ମାଡି ବସିଲା ଅବକାରୀ ବିଭାଗ।

୧୧୯ ଗ୍ରାମ ବ୍ରାଉନସୁଗାର ସହ ୨ ଅଭିଯୁକ୍ତ ଗିରଫ।। ଜଗତସିଂହପୁର ୨୧/୦୭/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ଓ ଜଗତସିଂହପୁର ଅବକାରୀ…

ମୋଷ୍ଟ ୱାଣ୍ଟେଡ ବାବର ଗିରଫ। ୪୫ ଗ୍ରାମର ବ୍ରାଉନସୁଗାର ସହ ନଗଦ ୩୨ ହଜାର ଟଙ୍କା ଜବତ।

ଜଗତସିଂହପୁର,୨୦/୦୭/୨୦୨୬ (ଓଡ଼ିଶା ସମାଚାର)-ପାରାଦୀପ ପୌରାଞ୍ଚଳସ୍ଥିତ ଲକପଡା ବସ୍ତି ଅଞ୍ଚଳରେ ଚଢଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ରେଞ୍ଜ। ଯାଞ୍ଚ ପରେ ତାଙ୍କ…

ଚିତ୍ରୋତ୍ପଳା ନଦୀ ରୁ ଅଜଣା ବ୍ୟକ୍ତି ର ମୃତଦେହ ଜବତ

ନିଶ୍ଚିନ୍ତକୋଇଲି,୨୦/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତର ସାହାଣୀସାହି ଗଡ଼ା ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ…

Breaking News : ରାସ୍ତା କଡ଼ରେ ଠିଆ ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକ୍‌ କୁ ଧକ୍କା ଦେଲା ଚିଙ୍ଗୁଡ଼ି ବୋଝେଇ ଟ୍ରକ୍ – ୨ମୃତ, ୨ଗୁରୁତର ଆହତ

ନିଶ୍ଚିନ୍ତକୋଇଲି,୨୦/୦୭/୨୦୨୬ (ଓଡ଼ିଶା ସମାଚାର)- ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ କୁ ଧକ୍କା ଦେଲା ଏକ ଚିଙ୍ଗୁଡ଼ି ବୋଝେଇ ଟ୍ରକ୍। ଫଲରେ ୨…

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ସ୍କୁଟି ପିଟି ହୋଇଯିବାରୁ ଜଣେ ମୃତ, ଆଉ ଜଣେ ଗୁରୁତର ଆହତ

ଖଲ୍ଲିକୋଟ,୧୯/୦୭/୨୦୨୬ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ସ୍କୁଟିଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯିବାରୁ ଜଣେ…

ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମା ଧମକ

ତଲାସୀ ପରେ ପରିସର ସୁରକ୍ଷିତ ଭୁବନେଶ୍ୱର,୧୭/୦୭/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟର ଦୁଇଟି ଜିଲା କୋର୍ଟକୁ ବୋମା ଧମକ ମିଳିଥିଲା । ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମାରେ ଉଡ଼ାଇ…

ଲଗାଣ ବର୍ଷା ରେ ବିରାଟ ଆମ୍ବ ଗଛ ପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର

ବାଲିଗୁଡା,୧୭/୦୭/୨୬ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) : ଲଘୁଚାପ ଜନିତ ବର୍ଷା ଯୋଗୁଁ ପଡ଼ିଲା ବିରାଟକାୟ ଆମ୍ବ ଗଛ ଅଳ୍ପକେ ବର୍ତ୍ତିଲେ ଲୋକେ ।ଏପରି ଏକ ଅଭାବନୀୟ…

ଗଜପତି ଜିଲା ଓ ସେସନ୍ସ କୋର୍ଟକୁ ବୋମା ଧମକ

ଭୁବନେଶ୍ୱର,୧୬/୦୭/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟରେ ଏକାଧିକ କୋର୍ଟକୁ ବେମାଧମକ ମିଳିଥିଲା । ଗୁରୁବାର ଗଜପତି ଜିଲ୍ଲାରେ ଏହାର ପୁନରାବୃତି ଘଟିଛି । ପାରଳାଖେମୁଣ୍ଡି ଠାରେ ଥିବା ଜିଲା ଓ…

ଅଣନିଶ୍ୱାସୀ ହୋଇ ୨ ମୃତ! ବହୁ ଆହତ ଚିକିତ୍ସାଧିନ

ହସ୍ପଟାଲ ଯାଇ ଚିକିତ୍ସାରତ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ବିଷୟରେ ବୁଝିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ପୁରୀ, ୧୬/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ରଥଯାତ୍ରା ସମୟରେ…