ଓଡ଼ିଶା ମେଟାଲିକ ବିରୁଦ୍ଧରେ ଗର୍ଜିଲେ ମହିଳା ଓ ଅଂଚଳବାସୀ , ଜଙ୍ଗଲ ଜମି ଉଦ୍ଧାର ନହେଲେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ
ରାଉରକେଲା,୨୦/୦୫/୨୦୨୬ (ଓଡ଼ିଶା ସମାଚାର)- ଝାରସୁଗୁଡା,ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟା ଠାରେ ଥିବା ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଦ୍ୱାରା ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ…
