ନ୍ୟାସନାଲ ଓପନ ସ୍ପିଡ ସ୍କେଟିଂ ଚମ୍ପିୟାନସିପ୍: ଓଡ଼ିଶାର ସାଇ ନିର୍ଜରାଙ୍କୁ ସ୍ୱର୍ଣ୍ଣ ସହ ଦୁଇଟି ରୌପ୍ୟ ପଦକ
ଭୁବନେଶ୍ୱର,୨୩/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଞ୍ଚିଠାରେ ଅନୁଷ୍ଠିତ ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଭା ଚମକିଛନ୍ତି। ରୋଲର୍ ସ୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଗତ…
