ଭୁବନେଶ୍ୱର,୦୮/୧୦/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସା , ବାରମ୍ବାର ଛାତ୍ର ଅଶାନ୍ତି ଏବଂ ବୋମା ମାଡ ପରେ କଲେଜ କୁ ଅନିିର୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି (ସାଇନ ଏ ଡ଼ାଇ ଘୋଷଣା କରାଯାଇଛି )।
ବ୍ୟାସନଗର କଲେଜ ନିର୍ବାଚନ ବାତିଲ ଓ ଅନିିର୍ଦିଷ୍ଟ କାଳ ପାଇଁ ବନ୍ଦ
