କଟକ ସଦର,୧୮/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଭସାଣିରେ ଡିଜେକୁ ସମ୍ପୁର୍ଣ୍ଣ ବାରଣ କରା ଯାଇଥିଲାଵେଳେ ଏହାକୁ ଅମାନ୍ୟ କରିଥିବାରୁ କିଶନନଗର ପୋଲିସ ଆକ୍ସନ ମୁଡକୁ ଆସିଛି।
ଆଗାମୀ ପୂଜା ଓ ଭସାଣି କୁ ଦୃଷ୍ଟିରେ ରଖି ସତର୍କ ଘଣ୍ଟି ସ୍ୱରୂପ ପୋଲିସ ପାର୍ବଣର ପ୍ରଥମ ସୁଦଖଣ୍ଡ ଗଣେଶ ଭସାଣିରେ ବେଆଇନ ଭାବେ ବାଜୁଥିବା ବିଜେ ବାଜା ଗାଡ଼ିକୁ ଜବତ କରି ଥାନାରେ ରଖିଥିବା ଜଣାପଡିଛି। ଆଗକୁ ଏହି ଅଭିଯାନ ବଳବତ୍ତର ରହିବ ବୋଲି ଆଇଆଇସି ମାନେଶ୍ୱର ପ୍ରଧାନ କହିଛନ୍ତି।
