ଭୁବନ ୧୭/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ସୃଷ୍ଟି ର ସ୍ରଷ୍ଟା, ଦେଵ ଶିଳ୍ପୀ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି । ଜନସ୍ୱାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟଳୟ,ଟି ପି ସି ଓ ଡି ଏଲ କାର୍ଯ୍ୟଳୟ , ଘରୋଇ ଗାଡ଼ି ଚାଳକ ଜନ ମଙ୍ଗଳ ସଂଘ ଓ ବସ ମାଲିକ ସଂଘ ସମେତ ଆଇ ଟି ଆଇ କଲେଜ,ବିଭିନ୍ନ ପେଟ୍ରୋଲ ପମ୍ପ ଏବଂ ବିଭିନ୍ନ ଗ୍ୟାରେଜ ମାନଙ୍କରେ ଶ୍ରଦ୍ଧା ଭକ୍ତି ର ସହକାରେ ପୂଜା ପାଳନ କରାଯାଉଛି।
ଭୁବନ ରେ ବିଶ୍ୱକର୍ମା ପୂଜା
