କଟକ,୧୩।୦୨।୨୦୨୪ (ଓଡ଼ିଶା ସମାଚାର) : କଟକ ଜିଲ୍ଲା ଢ଼ିଅସାହି ଗତିରାଉତପଟଣା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ପରିବାରର ସମାଜସେବୀ ଦେବରାଜ ପ୍ରଧାନଙ୍କ ବିୟୋଗରେ କଟକ ସଦର ୪୨ ମୌଜାର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ତରଫରୁ ପୂଜ୍ୟ ପୂଜା ଭବନରେ ଉପଦେଷ୍ଟା ସାମ୍ବାଦିକ ବସନ୍ତ କୁମାର ରଥ , ପ୍ରାଧ୍ୟାପକ ଡକ୍ଟର ଶେଖ୍ କଲିମୁଳ୍ଲା, ଇଂ.ଶ୍ରୀକାନ୍ତ ବେଉରା,ସଭାପତି ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ,ଉପସଭାପତି ପ୍ରଭାତ କୁମାର ଖଟୁଆ,ଉପେନ୍ଦ୍ର ବାରିକ୍,ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସମ୍ପାଦକ ସୁସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଜଗନ୍ନାଥଙ୍କ ପାଖରେ ଆମର ଆତ୍ମର ସଦଗତି ପ୍ରାର୍ଥନା କରିଛନ୍ତି ।
ବିଶିଷ୍ଟ ସମାଜସେବୀ ଦେବରାଜ ପ୍ରଧାନଙ୍କ ବିୟୋଗରେ ଶୋକ ।
