ଅଯୋଧ୍ୟା ରୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରଦ୍ଧାଳୁ ଙ୍କୁ ସ୍ଵାଗତ ।

ଯାଜପୁର , ୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଆଯୋଧ୍ୟାରେ ରାମଲାଲା ଙ୍କ ଦର୍ଶନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା  ବରୀ ନିର୍ବାଚନ ମଣ୍ଡଳୀ ର  ଭାଇ ଓ ଭଉଣୀ ମାନଙ୍କୁ ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଅଛି । ପ୍ରଫୁଲ୍ଲ ଗିରି ,ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ପ୍ରମୁଖ ଙ୍କ ନେତୃତ୍ତ ରେ ଅନିଲ କୁମାର ରାଉତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା ଓ ଅନ୍ୟମାନେ ସମସ୍ତ ଭାଇ ଭଉଣୀ ଙ୍କୁ ସ୍ଵାଗତ କରିଥିଲେ।

Leave a Reply

Your email address will not be published. Required fields are marked *