ଯୁବ ସଂଗଠକ ତଥା ବିଜେଡ଼ି ଯୁବ ନେତା ରାଜେଶ ମହାନ୍ତି ଙ୍କ ସ୍ମୃତି ଚାରଣ ସଭା 

କଟକ ସଦର (ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ  ୪୨ ମୌଜା  ଅଞ୍ଚଳର ଜଣାଶୁଣା ବିଜେଡ଼ି ନେତା ଓ ସଂଗଠକ ରାଜେଶ ମହାନ୍ତି ଓରଫ କାହ୍ନା ଙ୍କର ଏକ ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ଏକାଦଶାହରେ ଵେଣ୍ଟକାର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା , ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ସଭାପତି ପ୍ରଫେସର ମନୋଜ ନାୟକ ଙ୍କ ସମେତ ବହୁ କାହ୍ନା ଗୁଣଗ୍ରାହି ଯୋଗଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *