କଟକ,୧୬/୦୮/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)-କଟକ ଜିଲ୍ଲା ବ୍ରାହ୍ମଣଝରିଲୋ ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ୮୦ତମ ସ୍ଵାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନା ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ଅତିଥି ଭାବେକଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ବିଘ୍ନେଶ୍ୱର ତରାଇ,ଆଇନିଜିବି କବିନାରାୟଣ ଜେନା, ସେ କ୍ ନୁର ଉଦ୍ଧିନ, ଦୁର୍ଯ୍ୟୋଧନ ସାହୁ, ସୁବାଷ ବେହେରା,ଜୟନ୍ତ କୁମାର ଜେନା, ଉତ୍ତମ କୁମାର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର କିଡ଼ା ଶିକ୍ଷକ ସନ୍ତୋଷ କୁମାର ମାଝି ପରିଚାଳନା କରିଥିଲେ, ଶେଷରେ କୃତି ଛାତ୍ରଛତ୍ରୀଙ୍କୁ ପୁରସ୍କୃତ କରାଯାଥିଲା
ବ୍ରାହ୍ମଣଝରିଲୋ ଉଚ୍ଚବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
