ଯାଜପୁର୧୩/୦୮/୨୦୨୬ (ଓଡ଼ିଶା ସମାଚାର)- ଜ଼ିଲ୍ଲା ଓ ଦୌରା ଜଜ ତଥା ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ଅମ୍ବୃତ ରଞ୍ଜନ ନନ୍ଦଙ୍କ ନିର୍ଦେଶକ୍ରମେ ତା୧୫/୦୮/୨୦୨୬ ରିଖ ଶନିବାର ସକାଳ ଦିବା ୯. ୦୦ ଘଟିକା ସମୟରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ସିଭିଲ କୋର୍ଟ, ଯାଜପୁର ର ଭିଡ଼ିଓ କନଫରେନସିଙ୍ଗ ହଲରେ ଅନୁଷ୍ଠିତ ହେବ । ଏଣୁ ଏହି ମହତ କାମରେ ସ୍ଵେଛା କୃତ ଭାବରେ ରକ୍ତ ଦାନ କରି ଏକ ଅମୁଲ୍ୟ ଜୀବନ ବଞ୍ଚାଇବା ରେ ସହାୟକ ହେବାକୁ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି।
-୦-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
