ଏଭର ଗ୍ରୀନ ମେଲୋଡି ତରଫରୁ ଶ୍ରାବଣ ଉତ୍ସବ ଆୟୋଜିତ

ରାଉରକେଲା,୧୧/୦୮/୨୦୨୬ (ଓଡ଼ିଶା ସମାଚାର)- ରାଉରକେଲା ର ସୋରବର ଠାରେ ରିମଝିମ ଗିରେ ଶ୍ରାବଣ ଉତ୍ସବ ସ୍ନେହଲତା ପାତ୍ର ଙ୍କ ଆବାହକତ୍ୱ ରେ ଆୟୋଜିତ ହୋଇଥିଲା ।

ଏଥିରେ ଅତିଥି ଭାବେ ସୁନୀଲ କାୟାଲ, କାମିନୀ ମହନ୍ତ, ବନ୍ଦିତା ମହନ୍ତ, ଲିତାଞ୍ଜଳି ପରିଡା, ଗୌରୀ କୁମ୍ବାର, କଲିମ, ମହାଦେବ ଅବିନାଶ ପାତ୍ର ଯୋଗ ଦେଇଥିଲେ । ବର୍ଷା ଉପରେ ଆଧରିତ ଗୀତ କୁ କଳାକାର ମାନେ ଗାଇଥିଲେ । ଏଭର ଗ୍ରୀନ ମେଲୋଡି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *