ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ବନ୍ଧୁତା ଦିବସ ପାଳିତ

କଟକ ୦୨/୦୮/୨୦୨୬ (  ଓଡିଶା ସମାଚାର / ଅଭୟ ଜେନା)- ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ଫୁଲନଖରାସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ବନ୍ଧୁତା ଦିବସ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସୁଧୀର ପଟ୍ଟନାୟକ, ହେମନ୍ତ ସାହୁ,ଟିଟନ ସାହୁ, ସାମ୍ବାଦିକ ଅମୂଲ୍ୟ ବାରିକ,ଯୁଗଳ କିଶୋର ସାହୁ, ସୁକାନ୍ତ ସାହୁ,ଅନୀଲ ସାହୁ,ବିନୟ ଜେନା,କରିମ ଶାହା, ଲିଙ୍କନ ରାଉତ,ଆଡଭୋକେଟ ଛବି ବେହେରା, ତୁଷାର ଭୂୟାଁ, ଅନିରୁଦ୍ଧ ନାୟକ, ସଞ୍ଜୀଵ ଜେନା,ଅନୀଲ  ମହାନ୍ତି,ପ୍ରିୟା ପାତ୍ର,ଗିରିଶ ବାରିକ,ନିର୍ଭୟ ବାରିକ, ଅଭିନେତା ମୁକ୍ତିକାନ୍ତ ମହାପାତ୍ର, ଅଭିନେତା ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ବନ୍ଧୁତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *