କଟକ ସଦର ,୧୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୌଜା ଥାନା ନିକଟସ୍ଥ ରାଜସ୍ବ ନିରୀକ୍ଷକ କାର୍ୟ୍ୟାଳୟ ପଛ ପଟରେ ଥିବା ପ୍ରାଚୀନ ଵେଣ୍ଟକାର ଗାଦି ଗୋସ୍ୱାମୀ ମଠରୁ ଏକ ବଡ଼ ଚନ୍ଦନ ଗଛକୁ ଗତକାଲି ଗୁରୁବାର ରାତିରେ ଦୁର୍ବୃତ ମାନେ କାଟି ନେଇଯାଇଥିବା ଜଣାପଡିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ବେଳେ ତଦନ୍ତ କରି ଚୋରକୁ ଧରିବାକୁ ସାଧାରଣରେ ଦାବି ହେଉଛି।
୪୨ ମୌଜା ଥାନା ନିକଟ ଵେଣ୍ଟକାର ଗାଦି ଗୋସ୍ୱାମୀ ମଠରୁ ଚନ୍ଦନ ଗଛ ଚୋରି
