କଟକ ସଦର,୦୫/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଅଞ୍ଚଳର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶିକ୍ଷକ ଗୈ।ରଵ ବାଉରୀବନ୍ଧୁ ସ୍ୱାଇଁ (ଵାଵୁ ସାର୍)ଙ୍କ ୬୫ ତମ ଜନ୍ମଦିନ ଅବସରପ୍ରାପ୍ତ କର୍ମଚାରୀ ସଂଘ ଯଶପଡା ଶାଖା ଓ ଵୈୟାଳିସମୈ।ଜା ଦୟାନିଧି ପ୍ରତିଭା ବିକାଶ ପରିଷଦ ପକ୍ଷରୁ ୪ ତାରିଖ ରବିବାର ଦିନ ତାଙ୍କ ଵସ୍ତପଡା ବାସଭବନରେ ମହାସମାରୋହରେ ପାଳନ କରାଯାଇଛି। ପରିଷଦର ସଭାପତି ନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ ଅଭୟ ଦାସ, ପ୍ରଭାତ ଖଟୁଆ, ସଂଘର ସଭାପତି ଅଜୟ ପଟ୍ଟନାୟକ, ସଂପାଦକ ଦୁର୍ଲଭ ବେହେରା, ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ସ୍ୱାଇଁ,ଵିଜୟ ବିଶ୍ୱାଳ, ଭବାନୀ ମହାନ୍ତି,ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଏଥିରେ ଯୋଗଦେବା ସହ ଵାଵୁ ସାରଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର, ପଗଡ଼ି ଦେଇ ସମ୍ବର୍ଧିତ କରିବା ସହିତ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଏଥିପାଇଁ ଵାଵୁ ସାରଙ୍କ ସହଧର୍ମିଣୀ ଝୁନୁପ୍ରଭା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ନୟାନୀଧି ବିକାଶ ପରିଷଦ ପକ୍ଷରୁ ଆଦର୍ଶ ଶିକ୍ଷକ ବାଉରିବନ୍ଧୁଙ୍କ ଜନ୍ମ ଦିନ ପାଳନ
