କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ହେଲେ ମଧୁସ୍ମିତା ପ୍ରଧାନ ଓ ସ୍ୱାଗତା ପଟ୍ଟନାୟକ, ଅଭିନନ୍ଦନ ର ସୁଅ

କଟକ ସଦର,୦୯/୦୫/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଡ଼ା ଐଶ୍ୱର୍ଯ୍ୟା ବିଶ୍ବାଳ କଟକ ଜିଲ୍ଲାର ଦୁଇଜଣ ନାରୀ ନେତ୍ରୀ ଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚାର ମଙ୍ଗ ଧରାଇଥିଵା ଜଣାପଡିଛି।

ମଧୁସ୍ମିତା ପ୍ରଧାନ
ସ୍ୱାଗତା ପଟ୍ଟନାୟକ

କଟକ ଜିଲ୍ଲା ପାଇଁ ମଧୁସ୍ମିତା ପ୍ରଧାନ ଓ କଟକ ଜିଲ୍ଲା ଗ୍ରାମୀଣ ପାଇଁ ସ୍ୱାଗତା ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ଏହା ଜଣାପଡିବା ପରେ ଜିଲ୍ଲାର ବିଜେପି ମହିଳା କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ଉଭୟ ସଭାନେତ୍ରୀ ଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *