କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ୬ ବର୍ଷ ପାଇଁ ଦଳ ରୁ ବହିଷ୍କୃତ

ଭୁବନେଶ୍ୱର, ୦୭/୬/୨୦୨୪ (ଓଡ଼ିଶା ସମାଚାର)-  କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଦଳ ରୁ ବହିଷ୍କୃତ ହୋଇଛନ୍ତି। ମାନସଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ପିସିସି ସଭାପତି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *