ମେଜର ସୁଵେଦାର ଜଗଦୀଶ ଦାସଙ୍କ ପରଲୋକ,ଶୋକର ଛାୟା 

କଟକ ସଦର ୨୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ଗ୍ରାମର ଅବସରପ୍ରାପ୍ତ ଆର୍ମୀ ମେଜର ସୁଵେଦାର ଜଗଦୀଶ ଚନ୍ଦ୍ର ଦାସଙ୍କର ୬୮ ବର୍ଷ ବୟସରେ ପରଲୋକ ଘଟିଛି। ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଧର୍ମପରାୟଣ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *