ଜୁନାଗଡ଼,୧୬/୭/୨୦୨୪ (ଓଡ଼ିଶା ସମାଚାର /ରାକେଶବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗୁଡା ଗ୍ରାମର ଜଣେ ନିଷ୍ଠାପର ବ୍ୟକ୍ତି ଶଶୀ ବେହେରା (୪୯) ଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଠଭାସି, ମେଳାପୀ ବ୍ୟକ୍ତି ଥିଲେ। ସେ ବଙ୍କା ସମାଜର ପଚିଶ ବର୍ଷ ଧରି ପ୍ରମୁଖ କାର୍ଯ୍ୟକର୍ତା ଥିଲେ। ତାଙ୍କର ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଆଜି ତାଙ୍କର ସବାଧାରରେ ଶତାଧିକ ଲୋକେ ଉପସ୍ଥିତ ରହି ଶବଦାହ ପର୍ଯ୍ୟନ୍ତ ସାମିଲ ହୋଇଥିଲେ।
ଶଶୀ ବେହେରାଙ୍କ ଅକାଳ ବିୟୋଗରେ ଶୋକର ଛାୟା
