ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ଦୁଇ ପଞ୍ଚାୟତ ପ୍ରତିନିଧି ଦଳରୁ ନିଲମ୍ବିତ

କଟକ ସଦର,୧୨/୦୨/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ସଦର ବ୍ଲକ କନ୍ଦରପୁର ୫ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମହାଳି ଓ ନିଶ୍ଚିନ୍ତକୋଇଲି ବ୍ଲକ ଵାଵୁଜଙ୍ଗ ପଞ୍ଚାୟତ ସରପଂଚ ସ୍ୱାଧୀନ ଭୂୟାଁ ଙ୍କୁ ଆଜି ଗୁରୁବାର ଦିନ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ି ରୁ ନିଲମ୍ବିତ କରାଯାଇଥିଵା ରାଜ୍ୟ ସାଧାରଣ ସମ୍ପାଦକ ଵିଜୟ ନାୟକ ଙ୍କ ପକ୍ଷରୁ ପ୍ରକାଶିତ ଚିଠିରୁ ଜଣାପଡିଛି। ହେଲେ ଏମାନେ ଆଜକୁ ଦୀର୍ଘ ଦିନ ହେଲା ଏପରିକି ସାଧାରଣ ନିର୍ବାଚନ ପରଠାରୁ ବିଜେପି ର ସମସ୍ତ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଉଥିଲେ।

Leave a Reply

Your email address will not be published. Required fields are marked *