ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସ ଙ୍କୁ ପ୍ରତିଭାବାନ୍ ସାମ୍ବାଦିକ ସମ୍ମାନ

ଭୁବନେଶ୍ୱର,୨୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୀତାଗୋବିନ୍ଦ ସଦନ ଠାରେ ପ୍ରତିଜ୍ଞା ସାପ୍ତାହିକ ସମ୍ବାଦପତ୍ରର ୧୬ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସ ଙ୍କୁ  ପ୍ରତିଭାବାନ୍ ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ଧର୍ମଶାଳା ବିଧାୟକ ଲିକୁ ସାହୁ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ସିପ୍ରା ବାଜପେୟୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଧାୟକ ବାବୁ ସିଂହ, ସମ୍ପାଦକ ଅଶୋକ ସାହୁ ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *