ରାଜ୍ୟପାଳ ଙ୍କୁ ସୈ।ଜନ୍ୟ ମୂଳକ ସାକ୍ଷାତ କଲେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ

କଟକ ସଦର, ୦୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିଵାଵୁ କମ୍ଭମପତିଙ୍କୁ ଆଜି ମଙ୍ଗଳବାର ଦିନ ଲୋକ ଭବନ ଠାରେ ସୈ।ଜନ୍ୟ ମୂଳକ ସାକ୍ଷାତ କରିଛନ୍ତି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ।

ଏହି ଅବସରରେ ରାଜ୍ୟପାଳଙ୍କ ସହିତ ବିଧାୟକ ଇଂ ସେଠୀ କଟକ ସଦର ନିର୍ବାଚନମଣ୍ଡଳୀରେ ହୋଇଥିବା ବିକାଶ ସହିତ ଵାକି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ଆଲୋକପାତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *