ରାଜ୍ୟପାଳଙ୍କ ସହିତ ତେଜେଶ୍ୱରଙ୍କ ସୌଜନ୍ୟମୂଳକ ସାକ୍ଷାତ

ଗରଦପୁର,୧୧/୧୧/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟ ବିଜେପି ମୁଖପାତ୍ର ତଥା ପାଟକୁରା ର ବିଜେପି ନେତା ତେଜେଶ୍ୱର ପରିଡ଼ା ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ପରିଡ଼ା ରାଜ୍ୟପାଳ ଡ଼କ୍ଟର ବ୍ରଜମୋହନ ରାମ ଙ୍କୁ ଲୋକ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ରାଜ୍ୟପାଳଙ୍କ ସହିତ ସାକ୍ଷାତ ସମୟରେ ଶ୍ରୀ ପରିଡ଼ା ରାଜ୍ୟପାଳଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *