୨୫ ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇନାଥ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର,୦୫/୧୨/୨୦୨୫ (ଓଡ଼ିଶା ସମାଚାର)- ଛାତ୍ରଛା ତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ନିମନ୍ତେ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର ପକ୍ଷରୁ ପ୍ରତିବର୍ଷ ପରି, ଆସନ୍ତା ଡ଼ିସେମ୍ବର ୨୫ତାରିଖ ଗୁରୁବାର ଦିନ କସ୍ତୁରବା ନାରୀ ମହଲ, ୟୁନିଟ-୧ମାର୍କେଟ ଠାରେ ଶିରିଡି ସାଇ ବାବା ଓ ଶ୍ରୀ ଜଗନ୍ନାଥ ଙ୍କ ଉପରେ ଏକ ନିଃଶୁଳ୍କ ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାର , ଆୟୋଜନ କରାଯାଉଛି । ଏହି କାର୍ୟ୍ୟକ୍ରମରେ ଏଲ କେଜି ରୁ ଏକାଦଶ ପର୍ୟ୍ୟନ୍ତ ଇଛୁକ ଛାତ୍ରଛାତ୍ରୀ ୯୪୩୭୦୦୧୧୩୫ ନମ୍ବରରେ ୱାଟସଆପ କରି ନିଜ ନାମ ପଞ୍ଜିକରଣ କରି ପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *