କିଶନନଗର ଥାନା ପକ୍ଷରୁ ୟୁନିଟ୍ ଫର୍ ରନ୍-ଏକତା  ଦୈ।ଡ଼

କଟକ ସଦର, ୩୧/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଲୈ।ହମାନଵ,ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କୁ ଆଜି ଶୁକ୍ରବାର ଦିନ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ ହେଉଛି।

ଏହି ଅବସରରେ କିଶନନଗର ଥାନା ପକ୍ଷରୁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ତତ୍ୱାବଧାନରେ  ୟୁନିଟ୍ ଫର୍ ରନ୍-ଏକତା ଦୈ।ଡ ହାଇସ୍କୁଲ ଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ହୋଇଯାଇଛି।

ଏଥିରେ ଚିତ୍ତରଞ୍ଜନ ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ,ସତ୍ୟ ସିଦ୍ଧାନ୍ତ ଦାଶ, ଅବଦୁଲ ୱ।ହିଦ୍ ଖାଁ,ବାଦଲ ସାହୁ, ରଂଜନ ସେଠୀ, ବଳରାମ ସାହୁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଙ୍କ ସମେତ ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ‘ଏକତା ପାଇଁ ଦୈ।ଡିଵା,ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା’ ବାର୍ତ୍ତା ବାଣ୍ଟିଥିଲେ।

Leave a Reply

Your email address will not be published. Required fields are marked *