ମହାନଦୀର କିଶନନଗର ବ୍ରିଜ୍ ନିକଟରେ ଥଣ୍ଟିଆ କୁମ୍ଭୀର 

କଟକ ସଦର,୨୯/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ମହାନଦୀର ବିଜୁ ସେତୁ ମଧ୍ୟବର୍ତ୍ତୀ ସ୍ଥାନରେ ଆଜି ବୁଧବାର ଅପରାହ୍ନରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି।

କୁମ୍ଭୀର କୁ ଦେଖିଵା ପାଇଁ ମଧ୍ୟାହ୍ନ ରୁ ସଂଧ୍ୟା ପର୍ଯ୍ୟନ୍ତ ଲୋକ ମାନଙ୍କର ପୋଲ ଉପରେ ଭିଡ଼ ପରିଲକ୍ଷିତ ହୋଇଥିଲା। କୁମ୍ଭୀର ର ଗତିବିଧି ଉପରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *