କଟକ ସଦର,୨୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ଗ୍ରାମସଭା ମାଧ୍ୟମରେ କରାଯାଇ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟରୁ ଜଣାପଡିଛି। ଥରେ ଗ୍ରାମ ସଭାରେ ଆବାସ ପାଇବାକୁ ଚୟନ କରାଯାଇଥିବା ହିତାଧିକାରୀମାନଙ୍କୁ କୈ।ଣସି ପରିସ୍ଥିତି ରେ ଵଦଳା ଯାଇପାରିବ ନାହିଁ। ଏହି ରାୟ ପ୍ରକାଶ ପାଇଵା ପରେ ଅପେକ୍ଷା ରେ ଥିବା ହିତାଧିକାରୀ ଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।
ସୂଚନାଯୋଗ୍ୟ ଯେ ଏବେ ପୂର୍ବ ସରକାର ଙ୍କ ବିଜୁ ପକ୍କା ଘର ଯୋଜନା କୁ ଵଦଳାଯାଇ ଅନ୍ତଦ୍ୟୋୟ ଗୃହ ଯୋଜନାରେ ଅନଲାଇନ ସର୍ଭେ ଅନୁସାରେ ଘର ଯୋଗାଇ ଦିଆଯାଉଥିବା ଜଣାପଡିଛି।
