ଭରଚୁଆଲରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ୮୦ଟି ରୂପାନ୍ତରିତ ହାଇସ୍କୁଲ

ନିଶ୍ଚିନ୍ତକୋଇଲି, ୧୩/୦୧/୨୦୨୪ (ଓଡ଼ିଶା ସମାଚାର)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଂଚାୟତ କଲରାବାଙ୍କ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲାର ୮୦ଟି ରୂପାନ୍ତରିତ ହାଇସ୍କୁଲକୁ ଭରଚୁଆଲ ଯୋଗେ ଉଦଘାଟନ କରିଛନ୍ତି । ଏଥିରେ ଅତିଥି ଭାବେ ମାନ୍ୟବର ସାଂସଦ ଅଚ୍ୟୁତ ସାମନ୍ତ , ଜଗତସିଂହପୁର ସାଂସଦ ରାଜଶ୍ରୀ ମଲିକ,ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ନିଆଳି ବିଧାୟକ ପ୍ରମୋଦ ମଲିକ, ବିଧାୟକ ଦେବି ମିଶ୍ର, ବିଧାୟକ ସୌଭିକ ବିଶ୍ୱାଳ, କଟକ ମେୟର ସୁବାସ ସିଂ, କଟକ ଜିଲ୍ଲାପାଳ ନରହରି ସେଠି , ଜିଲ୍ଲା ଶିକ୍ଷ୍ୟାଧିକାରୀ କୃଷ୍ଣଚନ୍ଦ୍ର ନାୟକ,ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷ୍ୟାଧିକାରିଣୀ ଲକ୍ଷ୍ୟେହିରା ଲାବନ୍ୟବତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *