କିଶନନଗର ଥାନାରେ ଇଦ୍-ମିଲାଦୁନ-ନଵି ପାଇଁ ପ୍ରସ୍ତୁତି ବୈଠକ

କଟକ ସଦର,୨୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା କିଶନନଗର ଥାନା ଅଞ୍ଚଳରେ ଆସନ୍ତା ମାସ ୫ ତାରିଖରେ ମହମ୍ମଦ ଙ୍କ ଜନ୍ମ ଦିବସରେ  ହେବାକୁ ଥିବା ମୁସଲମାନମାନଙ୍କ ପବିତ୍ର ଭାଇଚାରାର ପର୍ବ ଇଦ୍- ମିଲାଦୁନ୍-ନଵି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ଶାନ୍ତି ଶୃଂଖଳାର ସହ ପାଳନ କରିବାକୁ ଆଜି ସୋମବାର ରାତିରେ କିଶନନଗର ଥାନା ରେ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ପୈ।ରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରୁସ୍ତମ ମହମ୍ମଦ, ଅବଦୁଲ ୱ।ହିଦ୍ ଖାଁ, ଆଜାଦ୍ ଅଲ୍ଲୀ ଖାଁ,ସେକ୍ ଇଲିଆସ୍ ଅଲ୍ଲୀ,ଲିୟାକତ୍ ଅଲ୍ଲୀ ଖାଁ, ସରାଫତ୍ ଅଲ୍ଲୀ ଖାଁ,କୈ।ସର ଅଲ୍ଲୀ,ଫିରଦୋଷ ହୁସେନ,ଆସିଫ୍ ଅଲ୍ଲୀ ଖାଁ,ସଫିକ୍ ଅହମଦ,ସୟଦ ନୁର ଅଲ୍ଲୀ,ସିରାଜ ଵେଗ୍, ହାଫିଜ୍ ଉଦ୍ଦିନ ଖାଁ, ଅବଦୁଲ ଵୁରହାନ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *