କଟକ ସଦର,୧୩/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସାରା ଦେଶରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ପରିପ୍ରେକ୍ଷୀରେ ଆଜି ବୁଧବାର ପୂର୍ବାହ୍ନରେ କଟକ ସଦର ନିର୍ବାଚନମଣ୍ଡଳୀର କନ୍ଦରପୁର ମଣ୍ଡଳରେ ଏହି କାର୍ଯ୍ୟକ୍ରମ କରାଯାଇଛି।
ଏଥିରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସାମିଲ ହୋଇ ସ୍ୱ।ଧିନତା ଦିବସର ବାର୍ତା ବାଣ୍ଟିଥିଲେ। ଶୋଭାଯାତ୍ରା କନ୍ଦରପୁର ଵଜାର ପରିକ୍ରମା କରି ପରମହଂସ ମନ୍ଦିର ପର୍ଯ୍ୟନ୍ତ ଯାଇଁ ଉଦଯାପିତ ହୋଇଥିଲା।
