ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକାର ଶାଖା ତରଫରୁ ରକ୍ଷା ବନ୍ଧନ ଉତ୍ସବ ।

କଟକ,୧୧/୦୮/୨୦୨୫(ଓଡ଼ିଶା ସମାଚାର/ଅଭୟ ଜେନା): ୪୨ ମୌଜା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକାର ଶାଖା ତରଫରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଓଁ ଶାନ୍ତି ଆଶ୍ରମରେ ସମାଜସେବୀ ତଥା ଆଶ୍ରମର ଭାଇ ରୁଦ୍ର ନାରାୟଣ ଦାସଙ୍କ ପୌରୋହିତ୍ୟରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ଆଶ୍ରମର ମୁଖ୍ୟ ବି.କେ.ରୀନା ଭଉଣୀ,ବି.କେ.ସ୍ୱେତପଦ୍ମା ଭଉଣୀ ଓ ବେଣ୍ଟକାର ନୋଡାଲ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ମହାପାତ୍ର ଅତିଥି ଭାବରେ ରକ୍ଷା ବନ୍ଧନ ର ମହତ୍ୱ, ଉଦ୍ଦେଶ୍ୟ ଓ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ୟ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।

ଉକ୍ତ କାର୍ୟ୍ୟକ୍ରମରେ ଅଞ୍ଚଳର ବହୁ ଆଧ୍ୟାତ୍ମିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଜୟ କୁମାର ରାଉତରାୟ,ଇଂ.ଅଶୋକ ବିଶ୍ୱାଳ,ବିନୋଦ ବିହାରୀ ବେହେରା,ଗଣେଶ୍ୱର ଦାଶ,ଡକ୍ଟର କଲିମୁଲ୍ଲା,ଅଭୟ ଦାସ,ପ୍ରଫୁଲ ଦାସ,ପ୍ରଭାତ କୁମାର ଖଟୁଆ,ନାରାୟଣ ଚନ୍ଦ୍ର ମହାନ୍ତି,ବିଶ୍ୱଜିତ ପ୍ରଧାନ,ଅଭିରାମ ଦଳେଇ,ଉପେନ୍ଦ୍ର ବାରିକ,ସନ୍ତୋଷ କୁମାର ଭୋଇ,ପ୍ରିୟ ରଂଜନ ଖଟୁଆ,ଶାନ୍ତରମ ଆଚାର୍ୟ୍ୟ,ଶଶାଙ୍କ ମହାନ୍ତି, ବିଶ୍ୱଜିତ ଭୋଳ,ବିଜୟ ସାହୁ,ସବିତା ଦାଶ,ସୁମିତା ଦେବତା,ଶୁଭଶ୍ରୀ ସାମଲ,ସୁଜାତା ବାରିକ,ତିଳୋତମା ସ୍ୱାଇଁ,ବିନିତା ଶତପଥି,ସସ୍ମିତା ମହାପାତ୍ର ଉପସ୍ଥିତ ଥିଲେ । ଝିଲି ଭଉଣୀ,ପୂଜା ଭଉଣୀ,ଵୁଚୁ ଭାଇ,ପ୍ରସ୍ନନ ଭାଇ,ସୁଜ୍ଞାନୀ ଭାଇ,ମୁନା ଭାଇ ଓ ଅନ୍ୟ ଭାଇ ଭଉଣୀ ମାନେ ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଆର୍ତ୍ତ ଭାଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *