ବଡ଼ବିଲ,୧୨/୦୭/୨୦୨୫ (ଓଡ଼ିଶା ସମାଚାର)- ଡେଙ୍ଗୁ ଓ ମ୍ୟାଲେରିଆ ନିରାକଣ ନେଇ ସଚେତନତା କାର୍ୟ୍ୟକ୍ରମ ବଡ଼ବିଲ ର ଆଠ ନମ୍ବର ୱାର୍ଡ ରୁ ଆରମ୍ଭ କରାଯାଇଛି। ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମଟେଡ଼ କମ୍ପାନୀ ଓ ବଡ଼ବିଲ ନଗର ପାଳିକା ର ମିଳିତ ସହଯୋଗ ରେ କରାଯାଇଥିଲା
ଏହି କାର୍ୟ୍ୟକ୍ରମ ସମାଜ ସେବି ବିଜୟୀ କୁମାର ମହାନ୍ତି ଓ କାଉନସିଲର ଗୁରୁଚରଣ ମହାନ୍ତ ଓ କମ୍ପାନୀ ଅଧିକାରୀ ମହିଳା ସମିତି ପ୍ରତିନିଧି ଙ୍କ ଉପସ୍ଥିତି ରେ ଶୁଭ ଆରମ୍ଭ କରାଯଇଥିଲା। ମାଗଣା ଔଷଧ ,ମଶା ଧୂଁଆ ସହିତ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା।
