କଟକ ସଦର (ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ର ଦଣ୍ଡୁଆସିପଡା ଠାରେ ସରପଂଚ ରାକେଶ ବେହେରା ଙ୍କ ଉଦ୍ୟମରେ ଜଳ ସଂପଦ ବିଭାଗ ପକ୍ଷରୁ ଆବଶ୍ୟକତା ଦୃଷ୍ଟିରୁ ନିର୍ମାଣ କରାଯାଇଥିବା ଦୁଇଟି ପୋଲ କୁ ଆଜି ସୋମବାର ପୂର୍ବାହ୍ନରେ ସରପଂଚ ଶ୍ରୀ ବେହେରା ଓ ସମିତି ସଭ୍ୟା ମାନସୀ ମଲ୍ଲିକ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ଗହଣରେ ଲୋକାର୍ପଣ କରିଥିବା ଜଣାଯାଇଛି।



ଏଥିରେ କୃଷ୍ଣ ଚନ୍ଦ୍ର ନନ୍ଦ, ଚିତ୍ତରଞ୍ଜନ ଭୋଇ,ଵୈଜୟନ୍ତୀ ବେହେରା(୧), ଵୈଜୟନ୍ତୀ ବେହେରା (୨),ନାଜିର ଖାଁ, ସଂଜୟ ମହାରଣା,ଲିପୁନ ବେହେରା, ଲକ୍ଷ୍ମୀଧର ଭୋଇ,ଗୋଲେଇ ବିହାରୀ ଲେଙ୍କା, ନାରାୟଣ ଦାସ,ଫାରୁକ ଖାଁ, ପ୍ରକାଶ କୁମାର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ହିମାଂଶୁ ପୃଷ୍ଟି ପ୍ରମୁଖ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।