ନିହାରିକା ନାୟକ କେନ୍ଦ୍ରାପଡା ନଗର ବିଜେପି ସଭାପତି

କେନ୍ଦ୍ରାପଡ଼ା, ୧୨/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନଗର ବିଜେପି ସଭାପତି ଭାବେ ନିହାରିକା ନାୟକଙ୍କୁ ଦଳ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବିଜେପି ଜିଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ଶ୍ରୀମତୀ ନୟକ ଏହି ନିଯୁକ୍ତି ପଇଁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ଜିଲା ବିଜେପି ସଭାପତି ଶ୍ରୀ ସେଠୀ, କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଯୁକ୍ତି ପରେ ଶ୍ରୀମତୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

 

Leave a Reply

Your email address will not be published. Required fields are marked *