ଜାଳେଣି ଗ୍ୟାସ୍ ସିଲିଣ୍ଡିର ପିଛା ୫୦ ଟଙ୍କା ବୃଦ୍ଧିକୁ ଓଡ଼ିଆ ଅସ୍ମିତା ପରିଷଦର ବିରୋଧ

ଭୁବନେଶ୍ୱର,୦୭/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଜାଳେଣି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବଢି ଭୁବନେଶ୍ୱରରେ ଏହା ୮୭୯ ଟଙ୍କା ହେଲାଣି । ଚାଉଳ, ଡାଲି, ତେଲ, ଚିନି ଦର ବଢୁଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧିବ । ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼ ଏହା କଣ ଆଚ୍ଛା ଦିନ ବୋଲି ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *