ଜମିବାଡ଼ି ବିବାଦରୁ ବଡ଼ ଭାଇକୁ ଗୁଳିମାଡ଼ କଲା ସାନ ଭାଇ

ସୁନ୍ଦରଗଡ଼, ୩୦/୧୨/୨୦୨୩ (ଓଡ଼ିଶା ସମାଚାର)- ଜମିବାଡ଼ି ବିବାଦରୁ ସମ୍ପର୍କୀୟ ବଡ଼ ଭାଇକୁ ଗୁଳିମାଡ଼ କଲା ସାନ ଭାଇ । ବଡ଼ଭାଇ ବାସୁଦେବ ସାହା ଗୁରୁତର ଆହତ । ଗୁରୁତର ଆହତ ଅବସ୍ଥାରେ ସୁନ୍ଦରଗଡ଼ ଜିଲା ମେଡ଼ିକାଲ ରେ ଭର୍ତି । କିଂଜିରିକେଲା ଥାନାର ପାଟକିଶୋର ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁଳିମାଡ଼ କରି ଅଭିଯୁକ୍ତ ସାନ ଭାଇ ଫେରାର ହୋଇ ଯାଇଛି । ପୁଲସ୍ ପହଂଚି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *