ଆଇଆଇସି ଙ୍କୁ ସମ୍ବର୍ଦ୍ଧନା

 ଭୁବନ ୧୯/୦୩/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ସେଣ୍ଟ ଜାଭିୟର ହାଇ ସ୍କୁଲ ତରଫରୁ ଭୁବନ ଥାନା ଅଧିକାରୀ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସ୍ବାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ହାଇସ୍କୁଲ ମ୍ୟାନେଜିଂ ଡାଇରେକ୍ଟର ପ୍ରକାଶ କୁମାର ଆଇଚ,ପୂର୍ବତନ ସରପଞ୍ଚ ଜଳଧର ମାଝୀ, ସମାଜସେବୀ ଦୁର୍ଗା ପ୍ରସାଦ ବେହେରା ପ୍ରମୁଖ ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁ ଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋ ଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଭୁବନ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା କାମନା କରିଥିଲେ ।

Leave a Reply

Your email address will not be published. Required fields are marked *