ଶନିଶ୍ଚର ମଣ୍ଡପରେ ଅନୁଷ୍ଠିତ ହେଉଛି ବାଦୀପାଲା 

ସାଲେପୁର, ୦୨/୦୩/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ର ଜନର୍ଦନପୁର ଶନିଶ୍ଚର ମଣ୍ଡପରେ ବାଦୀପାଲା ଅନୁଷ୍ଠିତ ହେଉଛି । ଆଞ୍ଚଳିକ ସାରସ୍ୱତ ବାଦୀପାଲା ମଞ୍ଚ ଆନୁକୂଲ୍ୟରେ ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି ।

ଖୋର୍ଦ୍ଧା ର ପାଲା ଗାୟିକା ଜାନକୀ ଚମ୍ପତି ଓ ସାଥି ଏବଂ ନୟାଗଡ ର ଉର୍ମିଳା ସାହୁ ଓ ସାଥି ପାଲା ପରିବେଷଣ କରୁଛନ୍ତି । ଏହି ସାଂସ୍କୃତିକ ମଞ୍ଚରେ ପାଲା ସଂସ୍କୃତି ପ୍ରେମୀ ଦର୍ଶକଗଣ ଏହାକୁ ଭରପୁର ଉପଭୋଗ କରୁଛନ୍ତି ।

 

Leave a Reply

Your email address will not be published. Required fields are marked *