ବ୍ୟବସାୟୀ ଙ୍କ ପରଲୋକ ରେ ବଜାର ବନ୍ଦ 

ନିଶ୍ଚିନ୍ତକୋଇଲି, ୧୮/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ଜନାର୍ଦ୍ଦନ ପୁର ଶନି ବଜାରରେ ପୁରୁଖା ପରିବା ବ୍ୟବସାୟୀ କେଶବ ଚନ୍ଦ୍ର ସାହୁଙ୍କର ଗତକାଲି ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡିତ ଥିଲେ ।

ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘବର୍ଷ ଧରି ସେ ସ୍ଥାନୀୟ ହାଟ ଓ ବଜାରରେପନି ପରିବା ବବ୍ୟବସାୟ କରିଆସୁଥିଲେ । ତାଙ୍କ ବିୟୋଗରେ ଶନିଶ୍ଚର ବଜାର କମିଟି ର କର୍ମକର୍ତା ମାନେ ଗଭୀର ଶୋକ ପ୍ରକାଶ କରିବା ସହ ମଂଗଳବାର ବଜାର ବନ୍ଦ ରଖିଥିଲେ  ।

 

Leave a Reply

Your email address will not be published. Required fields are marked *