ଜୁନାଗଡ଼ ମହୋତ୍ସବ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା :

ପଦ୍ମିନୀ ଦୋର।ଙ୍କ ଗୀତ ଓ ନାଚରେ ଝୁମିଲେ ଦର୍ଶକ
ଜୁନାଗଡ଼,୧୬/୦୨/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ଼ ମହୋତ୍ସବ ର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଆୟୋଜକ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନ।ଏକ ,ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ ,ସମ୍ପାଦକ ହିମାଂଶୁ ଶେଖର ବର।ଡ଼ ଙ୍କ ସମେତ କୋର କମିଟିର ଈଶ୍ୱର ପୁଝାରି ,ଅଶୋକ ପଟ୍ଟନାୟକ ଙ୍କ ଦ୍ଵାରା ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ,ମୁଖ୍ୟ ବକ୍ତା ସତ୍ୟ ନାରାୟଣ ମୁଣ୍ଡ ଛିନା ,ସମ୍ମାନିତ ଅତିଥି ସୁଧିରା ମେହେର ଉପ ସଭାପତି ଜିଲ୍ଲା ପରିଷଦ ,କଳାହାଣ୍ଡି ,ଜିଲ୍ଲା ପରିଷଦ ସଭ୍ୟ। ଶାମୁକା ରାଣୀ କୁମାର ,ଲାଲ ବହାଦୁର ଜ।ନି ,ସଂଗୀତା ଖର୍ସେଲ , ଏ ନ ଏ ସି ଅଧ୍ୟକ୍ଷ। ହିମାନ୍ଦ୍ରୀ ନ।ଏକ ,ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ,ବହୁ ଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ ,ପ୍ରଜାର ପ୍ରସାର ଅଧ୍ୟକ୍ଷ ସନ୍ତୋଷ ସିଂଦେଓ ,ବିଘ୍ନରାଜ ବର।ଡ଼ ,ବରିଷ୍ଠ ସମାଜସେବୀ ଉଦ୍ଧବ ଚରଣ ସାହୁ ତଥା ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ରହି ଜୁନାଗଡ଼ ମହୋତ୍ସବ ର ମହତ୍ଵ ସମ୍ପର୍କରେ ଅବଗତ କରାଇଥିଲେ ।

ଆଜିର ସାଂସ୍କୃତିକ କାର୍ୟ୍ୟକ୍ରମ କୁ ପଲ୍ଲବୀ ଦାସ ,ବିନୟ ସାହୁ ,ବେଣୁଧର ବାଗ ଏବଂ ବିରଞ୍ଚି ମୁଣ୍ଡ ପରିଚାଳନା କରିଥିଲେ ।

ସାଂସ୍କୃତିକ ସନ୍ଧ୍ୟାରେ କଳ।ବିକାଶ କେନ୍ଦ୍ର ଜୁନାଗଡ଼ ,ଯୋଡା ପଏରି ଢାପ ,ଟିଟିଲାଗଡ଼ ,ନଟର।ଜ କଳା ପରିଷଦ , ବଜାସାଲ ,ଭବାନୀ ପାଟଣା ,ପଏରି ସମ୍ବଲପୁର ,ସାନ ବଡ଼ ଖୁଡୁକା ତୁସୁର। ,ଢୋଲିଆ ଖୁସ।

କଳାପରିଷଦ ,ବରଗଡ଼ ,ବିହୁ ଆସାମ ଓ ପଦ୍ମିନୀ ଦୋର।ଙ୍କ ଅର୍କେଷ୍ଟ୍ରା ସମ୍ବଲପୁର ଦର୍ଶକଙ୍କୁ ବିମୋହିତ କରିଥିଲା । ବିଶେଷ ଆକର୍ଷଣ ତୁଷୁର। ର ସାନ ବଡ଼ ଖୁଡୁକ। ନୃତ୍ୟ ଲୋକଙ୍କ ମନକୁ ଛୁଇଁଥିଲା ।ପଦ୍ମିନୀ ଦୋର।ଙ୍କ ସମ୍ବଲପୁରୀ ଗୀତ ଓ ନାଚରେ ଦର୍ଶକ ମାନେ ମଧ୍ୟ ରାତ୍ରି ପଯ୍ୟନ୍ତ ଝୁମିଥିଲେ । କାର୍ୟ୍ୟକ୍ରମ ରେ ସାଂସ୍କୃତିକ କାର୍ୟ୍ୟକ୍ରମର ଅଧ୍ୟକ୍ଷ ମାନସ ରଞ୍ଜନ ସେଠି ଙ୍କ ସମେତ କୋର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କୋର କମିଟିର ସଦସ୍ୟ ଈଶ୍ୱର ପୁଝାରି ।

Leave a Reply

Your email address will not be published. Required fields are marked *