କ୍ଷତ ବିକ୍ଷତ ହାତ ଉଦ୍ଧାର

ଖୋର୍ଦ୍ଧା,୨୪/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମାନପୁର ଛକରୁ ପୋଲିସ ଏକ କ୍ଷତ ବିକ୍ଷତ ହାତ ଉଦ୍ଧାର କରିଛି। ଏହା କୌଣସି ବ୍ୟକ୍ତି ର ବାମ ହାତ  ବୋଲି ଜଣା ପଡିଥିବା ବେଳେ ଜଂକିଆ ପୋଲିସ ଅଧିକ ତଦନ୍ତ ଜାରୀ ରଖିଥିବା ଥାନା ନିରୀକ୍ଷକ ପ୍ରଜ୍ଞା ରିତମ୍ଭରା କର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *