କଟକ ସଦର,୨୭/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ୮୦ ବର୍ଷରୁ ଉର୍ଦ୍ଧ ୪୮୩ ଜଣ ବୟସ୍କ ଏଵଂ ୮୦ ଭାଗରୁ ଉର୍ଦ୍ଧ ୨୦୩ ଜଣ ଭିନ୍ନକ୍ଷମ ହିତାଧିକାରୀ ଙ୍କ ମଧ୍ୟରୁ ଆଜି (ସୋମବାର ଦିନ)
ଵିରିଵାଟୀ ତାରିଣୀ ମନ୍ଦିର ପରିସରରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ଥିବା ୧୫୦ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ
ଵର୍ଦ୍ଧିତ ୩ ହଜାର ୫ ଶହ ଟଙ୍କା ଲେଖାଏଁ ଭତ୍ତା ବଣ୍ଟନ କରିଛନ୍ତି। ଏଥିରେ ସଦର ଵିଡିଓ ଇଂ ପ୍ରତୀକ କୁମାର ସାହୁ ଙ୍କ ସମେତ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କନ୍ଦରପୁର ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ପ୍ରତିନିଧି ସୁରେଶ ଜେନା,କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ପ୍ରତିନିଧି କ୍ଷୀତେନ୍ଦ୍ର ମିତ୍ର,ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ, ଲକ୍ଷ୍ମୀଧର ଜେନା, ରାଧାମୋହନ ମହଲା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ (ଵିଏସଏସଓ) ପ୍ରିୟଦର୍ଶିନୀ ମହାପାତ୍ରଙ୍କ ସମେତ ସମସ୍ତ ପଞ୍ଚାୟତ ପିଇଓ ମାନେ ସହାୟତା କରିଥିଲେ।
କଟକ ସଦର ଵ୍ଲକର ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ବିଧାୟକ
