କଟକ ସଦର,୨୭/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବୁଢିଆଣୀ ମନ୍ଦିର ନିକଟରେ ଗଢି ଉଠିଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ୍ ପବ୍ଲିକ ସ୍କୁଲରେ ଦିଲ୍ଲୀରେ ଭାଗନେଇ ଥିବା
ଅଲମ୍ପିଆନ୍ ମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ମେଡାଲ ଓ ମାନପତ୍ର ପ୍ରଦାନ କରାଯାଇଛି।
ଏହି ଉପଲକ୍ଷେ ସ୍କୁଲର ପ୍ରିନ୍ସପାଲ ଅପରାଜିତା ଘୋଷାଲ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉତ୍ସବରେ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ, ପ୍ରତିଷ୍ଠାତା ସଂପାଦକ ବିବେକାନନ୍ଦ ଭୁୟାଁ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସାମ୍ବାଦିକ ସୟଦ୍ ସାଜିଦ୍ ଅଲ୍ଲୀ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ। ପରିଚାଳନା ରେ ଵନଜ ବାସିନୀ ଦାସ, ସରିତା ମହାନ୍ତି,ସାହେଦା ଅଞ୍ଜୁମ,ଇସ୍ତେୟାଗ ଅହମଦ,ଗିତାଞ୍ଜଳୀ ନାୟକ, ରଶ୍ମି ରଞ୍ଜନ ରଣା, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ସହାୟତା କରିଥିଲେ।
ଉଇସଡମ୍ ପବ୍ଲିକ ସ୍କୁଲରେ ଅଲମ୍ପିଆଡଙ୍କୁ ମେଡାଲ୍ ପ୍ରଦାନ
