ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କୁ ଆଜି ଶ୍ରଦ୍ଧାଞ୍ଜଳି

ଜୁନାଗଡ଼,୨୭/୧୨/୨୦୨୪(ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ଼ଃ ମନ ମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କଂଗ୍ରେସର ନଗର ସଭାପତି ଅମିତ ଅଗ୍ରୱାଲ, ପ୍ରଭାତ ଦାଶ, ଶିବଶଙ୍କର ମହାନନ୍ଦ,ସୁନ୍ଦରଲାଲ କୁମାର ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ସ୍ମୃତି ଚରଣ କରିଥିଲେ ।

Leave a Reply

Your email address will not be published. Required fields are marked *