କଟକ,୨୪/୧୦/୨୦୨୬(ଓଡ଼ିଶା ସମାଚାର)- କଟକ ରାଜାବଗିଚା ନିକଟ କାଠଯୋଡ଼ି ନଦୀପଠାରୁ ଗତ ୭ ଅକ୍ଟୋବରରେ ଉଦ୍ଧାର ହୋଇଥିବା ଅଜଣା ମହିଳାଙ୍କ ମୃତଦେହ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ମୃତ ମହିଳାଙ୍କ ପରିଚୟ ଗୌରୀ ଭୋଇ ବୋଲି ଜଣାପଡ଼ିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ତିରୁପତି ଜିଲ୍ଲାର ପୁତୁର ଅଞ୍ଚଳରୁ ଗିରଫ କରିଛି।
କଟକ କାଠଯୋଡ଼ି ନଦୀପଠାରୁ ମିଳିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
