ଭୁବନେଶ୍ୱର,୦୪/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ପବିତ୍ର ମୋହନ ଜେନା ସୌଜନ୍ୟମୂଳକ ସାକ୍ଷାତ କରି ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସମସ୍ତ ଙ୍କ ଆସ୍ଥାଭାଜନ ହୋଇଥିବାରୁ ପ୍ରଶଂସା କରିବା ସହ ଆଗାମୀ ଦିନ ରେ ଓଡ଼ିଶା ର ବିକାଶ କୁ ଶୀର୍ଷ କୁ ନେବାପାଇଁ ଆଶୀର୍ବାଦ କରିଥିଲେ ।